Download Now Banner

This browser does not support the video element.

ସୋରଡା: ସୋରଡ଼ା ଥାନା ସୁରଖାଦେଇ ପୁର ସେବା ସମବାୟ ସମିତି ଠାରେ ସାର ର ଅଭାବୀ କୁ ନେଇ ମୁଖ୍ୟ ରାସ୍ତାରେ ଶତାଧିକ ଚାଷୀ

Surada, Ganjam | Sep 26, 2025
ସାର ଅଭାବ ଯୋଗୁ ରାଜରାସ୍ତାରେ ଚାଷୀ ଏମିତି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ସୋରଡ଼ା ଥାନା ସୁରଖାଦେଇପୁର ଗାଁ ଛକ ନିକଟରେ ସାର ଅଭାବ ଯୋଗୁଁ ଚାଷୀଙ୍କ ରାସ୍ତା ରୋକ। ବଡ଼ଗଡ଼ - ସୋରଡ଼ା ମୁଖ୍ୟ ରାସ୍ତା ଅବରୋଧ କଲେ ଚାଷୀ, ଚାଷୀଙ୍କ ରାସ୍ତାରୋକ ଯୋଗୁଁ ଯାତାୟାତ ବାଧାପ୍ରାପ୍ତ। ଉଭୟ ପଟୁ ଅଟକି ରହିଛି ବହୁ ଯାନ ବାହାନ। ସୁରଖାଦେଇପୁର ସେବା ସମବାୟ ସମିତିକୁ ଆସିଛି ୪୫୦ ବସ୍ତା ସାର। ହେଲେ ଆଜି ସାର ବଣ୍ଟନ କରାଯିବା ନେଇ ଖବର ମିଳିବା ପରେ ଶହ ଶହ ଚାଷୀଙ୍କ ଭିଡ଼ ଜମିଥିଲା। ହେଲେ ସାର ସମସ୍ତ ଙ୍କ ପାଇଁ ନଥିବାରୁ ଉତ୍ୟକ୍ତ ହୋଇ ଚାଷୀ ମାନେ ରାସ୍ତା ଅବରୋଧ କରି ଧାରଣା ରେ ବସିଛନ୍ତି।
Read More News
T & CPrivacy PolicyContact Us