Download Now Banner

This browser does not support the video element.

ପୋଲସରା: ଅରଖପୁର,ପୋଲସରା ଏନଏସି ବହୁ ପୂଜା ମଣ୍ଡପ ସମେତ ଅଞ୍ଚଳର ବହୁ ପୂଜା ମଣ୍ଡପ ବୁଲି ଗଜାନନ ଙ୍କୁ ଦର୍ଶନ କଲେ ପୋଲସରା ବିଧାୟକ ତଥା ମନ୍ତ୍ରୀ

Polasara, Ganjam | Aug 28, 2025
ଗଞ୍ଜାମ ଜିଲ୍ଲା ପୋଲସରା ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ପୂଜା ମଣ୍ଡପ ବୁଲି ପ୍ରଭୁ ଗଜାନନ ଙ୍କୁ ଦର୍ଶନ କରିଛନ୍ତି ପୋଲସରା ବିଧାୟକ ତଥା ରାଜ୍ୟ ପଷୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ l ବିଧାୟକ ଆଜି ଅରଖପୁର ସହ ପୋଲସରା ଏନଏସି ର ସମସ୍ତ ପୂଜା ମଣ୍ଡପ ଏବଂ ନିର୍ବାଚନ ମଣ୍ଡଳୀ ର ବହୁ ଗ୍ରାମରେ ଅନୁଷ୍ଠିତ ଗଣେଶ ପୂଜା ମଣ୍ଡପ ରେ ପହଞ୍ଚି ପ୍ରଭୁ ଗଜାନନ ଙ୍କୁ ଦର୍ଶନ କରିବା ସହିତ ପୂଜା କମିଟି ସହ ଆଲୋଚନା କରିଛନ୍ତି l
Read More News
T & CPrivacy PolicyContact Us