Download Now Banner

This browser does not support the video element.

ନୟାଗଡ: ଭାପୁର କରଡ଼ାପଲ୍ଲୀ ଗାଁ ଗଣେଷ ମୃର୍ତ୍ତ ଭଶାଣ ଶୋଭାଯାତ୍ରା ବେଳେ ଡିଜି ବାଜକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଜଣେ ମୃତ

Nayagarh, Nayagarh | Sep 1, 2025
ନୟାଗଡ଼ ଭାପୁର କରଡ଼ାପଲ୍ଲୀ ଗାଁ ମର୍ଡର, ଗଣେଷ ମୃର୍ତ୍ତ ଭଶାଣ ଶୋଭାଯାତ୍ରା ବେଳେ ଡିଜି ବାଜକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ମାଡ ପିଟି ହୋଇ ଜଣେ ମୃତ,10 ଆହତ, ମୃତକ ହେଲେ କରଡ଼ାପଲ୍ଲୀ ଗ୍ରାମର ହରିହର ସ୍ବାଇଁ, ହତ୍ୟାକାଣ୍ଡ ପରେ କରଡ଼ାପଲ୍ଲୀଗାଁରେ ଉତ୍ତେଜନା ଜାରି ରହିଥିଲା,ଖବର ପାଇ ଘଟଣା ସ୍ଥଳରେ ଫତେଗଡ ପୋଲିସ ପହଂଚି ତଦନ୍ତ ଜାରି ରହିଛି.ନୟାଗଡ଼ ରୁବି କ୍ରମ ସ୍ଵାଇଁ
Read More News
T & CPrivacy PolicyContact Us