Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ପାତ୍ରପଡା v2 ସାମ୍ନାରେ ଦୁର୍ଘଟଣା; ରାସ୍ତା ପାର ହେଉଥିବା ବେଳେ ଜଣେ ବ୍ୟକ୍ତିକୁ ପିଟିଲା ଦ୍ରୁତଗାମୀ ବୁଲେଟ

Bhubaneswar M Corp, Khordha | Aug 30, 2025
ଭୁବନେଶ୍ବର ପାତ୍ରପଡା v2 ସାମ୍ନାରେ ଦୁର୍ଘଟଣା, ରାସ୍ତା ପାର ବେଳେ ଜଣଙ୍କୁ ପିଟିଲା ବୁଲେଟ୍ | ସୂଚନା ଅନୁସାରେ ପାତ୍ରପଡା v2 ସାମ୍ନାରେ ଦୁର୍ଘଟଣା । ରାସ୍ତା ପାର ହେଉଥିବା ବେଳେ ଜଣେ ବ୍ୟକ୍ତିକୁ ପିଟିଲା ଦ୍ରୁତଗାମୀ ବୁଲେଟ  ।ରାସ୍ତା ପାର ହେଉଥିବା ବ୍ୟକ୍ତି ଓ ବୁଲେଟ ଚାଳକ ଗୁରୁତର । ଘଟଣାସ୍ଥଳରେ ପୋଲିସର ତଦନ୍ତ । ବୁଲେଟଟି ତମାଣ୍ଡୋରୁ ଖଣ୍ଡଗିରି ଅଭିମୁଖେ ଆସୁଥିଲା  । ଉଭୟ ଗୁରୁତର ହସ୍ପିଟାଲରେ ଭର୍ତ୍ତି । ଘଟଣା ସ୍ଥଳ ରେ ପୋଲିସ ପହଂଚି ଅଧିକ ତଦନ୍ତ ଆରମ୍ଭ କରିବା ସହିତ ବୁଲେଟ କୁ ଥାନାକୁ ଆଣିଛି |
Read More News
T & CPrivacy PolicyContact Us