This browser does not support the video element.
ସୁନ୍ଦରଗଡ ସହର: ମନୋହର ପୁର OCPL କମ୍ପାନୀ ଦ୍ଵାରା ବିସ୍ଥାପିତ ସାନଘୁମୁଡ଼ା ପରିବାର ଜଙ୍ଗଲ ଜମି କ୍ଷତି ପୂରଣ ଟଙ୍କା ନ ପାଇ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ
Sundargarh Town, Sundargarh | Sep 12, 2025
ଆଜି ସେପ୍ଟେମ୍ୱର 12 ତାରିଖ ଶୁକ୍ରବାର ମଧ୍ୟାହ୍ନ 12:30 ପାଖାପାଖି ସମୟରେ ସାନ ଘୁମୁଡ଼ା ବିସ୍ଥାପିତ ପରିବାର ପୁଣି ଥରେ ଜିଲ୍ଲା ପ୍ରଶାସନକୁ ଚେତାଇଛନ୍ତି। ଗତ 5 ବର୍ଷ ଧରି ବାରମ୍ବାର ନିଜ ହକ ପାଇଁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ଆସୁଥିଲେ ମଧ୍ୟ ତାଙ୍କୁ କୌଣସି ସୁଫଳ ମିଳିନାହିଁ। ତେବେ ଆଜି ସେମାନେ ସହରର ଚର୍ଚ୍ଚିତ ସମାଜ ସେବୀ ଡକ୍ଟର ହିମାଂଶୁ ଶେଖର ଷଡ଼ଙ୍ଗୀଙ୍କ ସହାୟତା ଲୋଡ଼ିବା ସହ ଗଣ ମାଧ୍ୟମ ଜରିଆରେ ତାଙ୍କ ଦୁଃଖ ପ୍ରକାଶ କରିଛନ୍ତି। କେବଳ ସେତିକି ନୁହେଁ ଯଦି ସମସ୍ୟାର ସମାଧାନ ପ୍ରଶାସନ ନ କରିବେ ତେବେ ସେମାନେ ଜିଲ୍ଲାପାଳ ଜିଲ୍ଲାପାଳ, ଉପ ଜିଲ୍ଲାପାଳ ଓ ପି ଏ ଆଇ ଟି