Install App
publicnewskoraput
This browser does not support the video element.
କୋରାପୁଟ ସହର: ବୋରିଗୁମ୍ମାକୁ ଏନଏସି ମାନ୍ୟତା ଦାବି ଉପରେ ବୋରିଗୁମ୍ମାରେ ପ୍ରତିକ୍ରିୟା ରଖିଛନ୍ତି କୋଟପାଡ଼ ବିଧାୟକ
Koraput Town, Koraput | Aug 24, 2025
ବୋରିଗୁମ୍ମାକୁ ଏନଏସି ମାନ୍ୟତା ଦାବି ନେଇ ଆଜି ଦିନ ୧୨ଘଣ୍ଟା ସମୟରେ ବୋରିଗୁମ୍ମା ରେ ପ୍ରତିକ୍ରିୟା ରଖିଛନ୍ତି କୋଟପାଡ଼ ବିଧାୟକ ରୁପୁ ଭତ୍ରା। ପୁର୍ବ ସରକାର କେଵଳ ଘୋଷଣା କରିଥିଲେ ଆଉ ଆଗକୁ ବଢି ନଥିଲେ ତେଣୁ ସମସ୍ୟା ହୋଇଥିବା ସହ ରାଜ୍ୟ ସରକାର କିଭଳି ଭାବରେ ବୋରିଗୁମ୍ମାକୁ ଏନଏସି ମାନ୍ୟତା ଦିଆଯିବ ସେନେଇ ଆଲୋଚନା କରୁଥିବା କହିଛନ୍ତି।
Share
Read More News
T & C
Privacy Policy
Contact Us
Your browser does not support JavaScript!