Install App
dhenkanalknagar
This browser does not support the video element.
ପରଜଙ୍ଗ: ସାରଙ୍ଗ ଜବାହାର ନବୋଦୟ ବିଦ୍ୟାଳୟରେ ଶନିବାର ୧୧ଟାରେ ଜାତୀୟ ମହାକାଶ ଦିବସ ପାଳିତ ଉପସ୍ଥିତ ରହିଲେ ବିଧାୟକ ବିଭୁତି ପ୍ରଧାନ
Parajang, Dhenkanal | Aug 23, 2025
ସାରଙ୍ଗ ଜବାହାର ନବୋଦୟ ବିଦ୍ୟାଳୟରେ ଶନିବାର ୧୧ଟାରେ ଜାତୀୟ ମହାକାଶ ଦିବସ ପାଳିତ ଉପସ୍ଥିତ ରହିଲେ ବିଧାୟକ ବିଭୁତି ପ୍ରଧାନ ।ଜାତୀୟ ମହାକାଶ ଦିବସ ଉପଲକ୍ଷେ ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ସାରଙ୍ଗ ଜବାହାର ନବୋଦୟ ବିଦ୍ୟାଳୟରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏଠାରେ ମୁଖ୍ୟ ଅତିଥି ଭାବରେ ପରଜଙ୍ଗ ବିଧାୟକ ବିଭୁତି ପ୍ରଧାନ ଉପସ୍ଥିତ ରହିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଛାତ୍ରଛାତ୍ରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।
Share
Read More News
T & C
Privacy Policy
Contact Us
Your browser does not support JavaScript!