This browser does not support the video element.
ପୋଲସରା: ବୁଗୁଡ଼ା ଡାକରାବାଡି ରେ ବିଜେପି ର ମିଶ୍ରଣ ପର୍ବ,ଦଳରେ ସାମିଲ ହେଲେ ଗ୍ରାମର ଶତାଧିକ ପରିବାର
Polasara, Ganjam | Sep 7, 2025
ଗଞ୍ଜାମ ଜିଲ୍ଲା ପୋଲସରା ନିର୍ବାଚନ ମଣ୍ଡଳୀ ରେ ଦୁର୍ବଳ ହେଉଛି ବିଜେଡି l ଲୋକେ ବିଜେଡି ଛାଡି ବିଜେପି ରେ ସାମିଲ ହେଉଥିବା ବେଳେ ଆଜି ବୁଗୁଡା ଡାକରାବାଡି ଗ୍ରାମରେ ରେ ବିଜେପି ର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ଗ୍ରାମର ଶତାଧିକ ପରିବାର ବିଜେଡି ଛାଡି ଆଜି ବିଧିବଦ୍ଧ ଭାବେ ବିଜେପି ରେ ସାମିଲ ହୋଇଛନ୍ତି l ମୁଖ୍ୟମନ୍ତ୍ରୀ ଏବଂ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ନିତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ସମସ୍ତେ ବିଜେପି ରେ ସାମିଲ ହୋଇଥିବା ବେଳେ ମନ୍ତ୍ରୀ ସମସ୍ତଙ୍କୁ ଟୋପି ଓ ଉତ୍ତରୀୟ ଦେଇ ସ୍ୱାଗତ ଜଣାଇଥିଲେ l