Download Now Banner

This browser does not support the video element.

ସୁନ୍ଦରଗଡ ସହର: କିରେଇ ରୁପିଡିହି ରାସ୍ତାରୁ ମଦ ଓ ଗାଡ଼ି ସହ ତିନି ଅଭିଯୁକ୍ତ ଅବକାରୀ ବିଭାଗ ଦ୍ଵାରା ଗିରଫ

Sundargarh Town, Sundargarh | Aug 28, 2025
ଆଜି ଅଗଷ୍ଟ 28 ତାରିଖ ଗୁରୁବାର ପୂର୍ବାହ୍ନ 11:30 ସମୟରେ ଏ ନେଇ ବିଭାଗୀୟ ସୂଚନା ମିଳିଛି। ତେବେ ଏହି ଘଟଣା ଗତକାଲି ବିଳମ୍ବିତ ରାତି ପ୍ରାୟ 10:30 ପାଖାପାଖି ଘଟିଥିବା ବେଳେ ଆଜି ପୂର୍ବାହ୍ନ 11:30 ସମୟରେ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛନ୍ତି ଅବକାରୀ ବିଭାଗ। ତେବେ ଗିରଫ ଅଭିଯୁକ୍ତ ମାନେ ହେଲେ - ରିଙ୍କୁ ପଟେଲ ( କିରେଇ), ପାଣ୍ଡବ ମଗର ( ରୁପି ଡିହି ) ଓ ସୁରଜ୍ ଧୁରୁଆ ( ରୁପି ଡିହି)। ଏମାନଙ୍କ ନିକଟରୁ ଡିଷ୍ଟ୍ରିକ୍ଟ ମୋବାଇଲ ୟୁନିଟ୍ 190 ଲିଟର ଦେଶୀ ମଦ ଓ ଗୋଟିଏ ଟାଟା ମ୍ୟାଜିକ ଗାଡ଼ି ଜବତ କରିଛନ୍ତି। ତେବେ ଅପରାଧୀ ମାନଙ୍କୁ ଓଡ଼ିଶା ଏକ୍ସସାଇଜ ଆକ୍ଟର ଦଫା 52(a)
Read More News
T & CPrivacy PolicyContact Us