Download Now Banner

This browser does not support the video element.

ଢେଙ୍କାନାଳ ସଦର: ଜିଲ୍ଲା ସଦଭାବନା ଗୃହ ଠାରେ ନିର୍ବାଚନ ଖର୍ଚ୍ଚ ସମ୍ବନ୍ଧୀୟ ବୈଠକ ଅନୁଷ୍ଠିତ

Dhenkanal Sadar, Dhenkanal | May 10, 2024
ସାଧାରଣ ନିର୍ବାଚନରେ ଛିଡା ହୋଇଥିବା ସାଂସଦ ଓ ବିଧାୟକ ପ୍ରାଥୀମାନେ କିଭଳି ଖର୍ଚ୍ଚ କରିବେ ଓ କିଭଳି ତାହାର ହିସାବ ଦେବେ ସେ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି | ଜିଲ୍ଲା ଖର୍ଚ୍ଚ ପର୍ଯ୍ୟବେକ୍ଷକ ଶ୍ରୀ କାର୍ତ୍ତିକେୟନ ପାଣ୍ଡି, ଧନିକା ଶର୍ମା ଯୋଗଦେଇ ସମସ୍ତ ସୂଚନା ପ୍ରଦାନ କରିଥିଲେ, ଜଣେ ସାଂସଦ ପ୍ରାର୍ଥୀ ୯୫ ଲକ୍ଷ୍ୟ ଓ ବିଧାୟକ ପ୍ରାର୍ଥୀ ୪୦ ଲକ୍ଷ୍ୟ ଖର୍ଚ୍ଚ କରିବା ପାଇଁ ଧାର୍ଯ୍ୟ କରାଯାଇଛି | ଏହି ବୈଠକରେ ସମସ୍ତ ପ୍ରାର୍ଥୀଙ୍କ ପ୍ରତିନିଧି ମାନେ ଯୋଗଦେଇଥିଲେ |
Read More News
T & CPrivacy PolicyContact Us