Download Now Banner

This browser does not support the video element.

ପାରଳାଖେମୁଣ୍ଡି: ପୁଣି ଚର୍ଚ୍ଚାରେ ଏସିଏଫଓ ମୃତ୍ୟୁ ମାମଲା । ଆଜି ମଧ୍ଯ ହାଜର ହେଲେନି ପୂର୍ବତନ ଡିଏଫଓ ଓ ରୋଷେଇଆ କୁମ୍ଭ

Paralakhemundi, Gajapati | Sep 11, 2025
ପୁଣି ଚର୍ଚ୍ଚାରେ ଏସିଏଫଓ ମୃତ୍ୟୁ ମାମଲା । ଆଜି ମଧ୍ଯ ହାଜର ହେଲେନି ପୂର୍ବତନ ଡିଏଫଓ ଓ ରୋଷେଇଆ କୁମ୍ଭ । ବହୁ ଚର୍ଚ୍ଚିତ ଏସିଏଫଓ ମୃତ୍ୟୁ ମାମଲା ନେଇଛି ନୂଆ ମୋଡ । ଆଜି ଶେଷ ହେଲା କୋର୍ଟରେ ହାଜର ତାରିଖ ତଥାପି ହାଜର ହେଲେନି ପୂର୍ବତନ ଡିଏଫଓ ଓ ରୋଷେଇଆ କୁମ୍ଭ । ସୂଚନା ଯେ ଏହି ଘଟଣା ରେ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପାରଳାଖେମୁଣ୍ଡି ଏସଡ଼ିଜେଏମ୍ କୋର୍ଟରେ ମାମଲାର ବିଚାର ପ୍ରକ୍ରିୟା ଜାରି ରହିଥିବା ବେଳେ ଧାର୍ଯ୍ୟ ତିନି ତିନି ଥର କୋର୍ଟଙ୍କ ନିର୍ଦ୍ଦେଶର ଅବମାନନା କରି ଚାଲିଛନ୍ତି ଏହି ଦୁହେଁ । ବିଗତ ଦୁଇଟି ତାରିଖରେ ଉପସ୍ଥିତ ନହେବାରୁ ଗତ ୧୪ ଅଗଷ୍ଟ ୨୦୨୫ ରେ ମ
Read More News
T & CPrivacy PolicyContact Us