Download Now Banner

This browser does not support the video element.

ଢେଙ୍କାନାଳ ସଦର: ଗଁଦିଆ ବ୍ଳକ ବାଇଁଶିଆ ପଞ୍ଚାୟତ କଙ୍କା ଗ୍ରାମ ଠାରେ ବଢି ପାଣିରେ କ୍ଷତିଗ୍ରସ୍ତ ପୋଲ ଉପର ରାସ୍ତାକୁ ମରାମତି କଲେ ଗ୍ରାମବାସୀ #Jansamasya

Dhenkanal Sadar, Dhenkanal | Aug 4, 2025
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ ବାଇଁଶିଆ ଗ୍ରାମ ପଞ୍ଚାୟତ କଙ୍କା ଗ୍ରାମ ଠାରେ ଆଜି ତା ୪।୮ ରିଖ ଅପରାହ୍ନ ୪ ଘଣ୍ଟା ସମୟରେ ଗ୍ରାମର ଉତ୍ସାହି ମହିଳା ଓ ପୁରୁଷ ମାନେ ବଢିରେ କ୍ଷତି ଗ୍ରସ୍ତ ହୋଇଥିବା ପୋଲ ଉପରେ ରାସ୍ତାକୁ ମରାମତି କରି ଯିବା ଆସିବା ପାଇଁ ବ୍ୟବସ୍ଥା କରିଛନ୍ତି। ସୂଚନା ଅନୁସାରେ ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ କଙ୍କା ଗ୍ରାମ ବ୍ରାହ୍ମଣୀ ନଦୀରେ ବଢ଼ି ପାଣି ଯୋଗୁଁ ବା‌ହ୍ୟ ଜଗତରୁ ବିଛିନ୍ନ ହୋଇଥିଲା । ବଢି ପାଣି ଛିଡିବା ପରେ ବାଇଁଶିଆ - କଙ୍କା ପ୍ରଧାନମନ୍ତ୍ରୀ ସଡକ ଯୋଜନାର ରାସ୍ତାରେ ହୋଇଥିବା ପୋଲଟି କ୍ଷତିଗ୍ରସ୍ତ ହୋଇଥିଲା।
Read More News
T & CPrivacy PolicyContact Us