Install App
khabarbhubaneswar
This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ରଥଯାତ୍ରାରେ ପାସ ବଣ୍ଟନ ସମ୍ପର୍କରେ କଂଗ୍ରେସ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଚାଞ୍ଚଲ୍ୟ ତଥ୍ୟ ଦେଲେ ମୁଖପାତ୍ର ଜୟଶ୍ରୀ ପାତ୍ର
Bhubaneswar M Corp, Khordha | Sep 6, 2025
କଂଗ୍ରେସ ଭବନଠାରେ କଂଗ୍ରେସ ମିଡ଼ିଆ ସେଲ ପକ୍ଷରୁ ଆୟୋଜିତ ଏକ ଗୁରୁତ୍ୱପୂର୍ଣ ସାମ୍ବାଦିକ ସମ୍ମିଳନୀରେ ଦଳୀୟ ମୁଖପାତ୍ର ଜୟଶ୍ରୀ ପାତ୍ର ପାସ ବଣ୍ଟନ ଅବ୍ୟବସ୍ଥା ଉପରେ ଗମ୍ଭୀର ତଥ୍ୟ ଉପସ୍ଥାପନା କରିଛନ୍ତି । ମୁଖପାତ୍ର ଶ୍ରୀମତୀ ପାତ୍ର କହିଛନ୍ତି, ଗତ ୨୦୨୫ ରଥଯାତ୍ରା ସମ୍ପର୍କରେ ଅତି ଗୁରୁତ୍ୱପୂର୍ଣ ଆରଟିଆଇ ତଥ୍ୟ ଅନୁସାରେ କର୍ଡନ ପାସ ୨୫୦୦, ଅନ୍ୟାନ୍ୟ ୨୨,୫୦୦ ସମୁଦାୟ ୨୪,୩୫୦ ପାସ ବଣ୍ଟନ କରା ଯାଇଥିଲା ଯାହା ତା ପୂର୍ବ ବିଜେଡି ସରକାର ବାଣ୍ଟିଥିବା ୫୦୦୦ ପାସରୁ ପ୍ରାୟ ପାଞ୍ଚଗୁଣ ଅଧିକ।
Share
Read More News
T & C
Privacy Policy
Contact Us
Your browser does not support JavaScript!