This browser does not support the video element.
ନବରଙ୍ଗପୁର ପୋଲିସ ଷ୍ଟେସନ: ନୀଳକଣ୍ଠଗୁଡା ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ
Nabarangapur PS, Nabarangpur | Sep 6, 2025
ନୀଳକଣ୍ଠଗୁଡା ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ । ଆଜି ନନ୍ଦାହାଣ୍ଡି ବ୍ଲକ ଗେଲଗାଦବାଗୁଡା କ୍ଲଷ୍ଟର ନୀଳକଣ୍ଠଗୁଡା ପ୍ରାଥମିକ ବିଦ୍ୟାଳୟ ଠାରେ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ କେଶବ ମେହେର, ନନ୍ଦାହାଣ୍ଡି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଶ୍ରୀମତୀ ଉତ୍ତମା ହରିଜନ, IEP ଶ୍ରୀ ପ୍ରଭାତ ପଟ୍ଟନାୟକଏବଂ ନନ୍ଦାହାଣ୍ଡି MIS ସଂଯୋଜକ ଉପସ୍ଥିତ ରହି ନିରକ୍ଷଣ କରିବା ସହ ପ୍ରଶିକ୍ଷାର୍ଥୀଙ୍କୁ ଉପଯୁକ୍ତ ମାର୍ଗ ଦର୍ଶନ କରିଥିଲେ ।