This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଗାଧଉ ଥିବା ବେଳେ ଅଘଟଣ,ନହରକଣ୍ଟା ପୁରୀ କେନାଲ ରେ ପାଣି ରେ ବୁଡି ଯୁବକଙ୍କ ମୃତ୍ୟୁ
Bhubaneswar M Corp, Khordha | Sep 9, 2025
ଗାଧଉ ଥିବା ବେଳେ ଅଘଟଣ,ନହରକଣ୍ଟା ପୁରୀ କେନାଲ ରେ ପାଣି ରେ ବୁଡି ଯୁବକଙ୍କ ମୃତ୍ୟୁ | ଗାଧଉ ଥିବା ବେଳେ ଅଘଟଣ | ପାଣି ରେ ବୁଡି ଯୁବକଙ୍କ ମୃତ୍ୟୁ | ଆଜି 2.21ରେ ନହରକଣ୍ଟା ପୁରୀ କେନାଲ ରେ ଘଟିଛି ଏଭଳି ଘଟଣା | ମୃତକଙ୍କ ନ୍ନା ବିପ୍ର ପେଣ୍ଠି | ଘର ଦେବଗଡ଼ ଜିଲ୍ଲା ବୋଲି ଜଣା ପଡିଛି | କବାଡିଆ ଦୋକାନରେ ଲେବର ଭାବରେ କାମ କରୁଥିଲେ | ଘଟଣା ସ୍ଥଳରେ ପାହାଳ ଥାନା ପୋଲିସ ଛାନବିନ କରୁଥିବା ଜଣାପଡିଛି | ସେପଟେ ମୃତ ଦେହ ଜବତ କରି ସବ ବ୍ୟବଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି ପୋଲିସ |