This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁରରେ ମାଁ ସମଲେଶ୍ୱରୀ ଦର୍ଶନ କଲେ ମହାମହିମ ରାଜ୍ୟପାଳ ହରିବାବୁ କମ୍ଭମପତି
Sambalpur M, Sambalpur | Sep 13, 2025
ସମ୍ବଲପୁର ମାଁ ସମଲେଶ୍ୱରୀ ଦର୍ଶନ କଲେ ମହାମହିମ ରାଜ୍ୟପାଳ ହରିବାବୁ କମ୍ଭମପତି l ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପଂଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ ଉପସ୍ଥିତ ରହି ମାଁ ସମଲେଶ୍ବରୀଙ୍କ ଦର୍ଶନ କରିଛନ୍ତି l ମାଁ ସମଲେଇଙ୍କ ଦର୍ଶନ କରି ଆଶିଷ ଭିକ୍ଷା କରିଛନ୍ତି | ପରେ ମହାମହିମ ରାଜ୍ଯପାଳଙ୍କୁ କେନ୍ଦ୍ରମନ୍ତ୍ରୀ ସମଲେଇ ପ୍ରକଳ୍ପ ଅଂଚଳକୁ ବୁଲି ଦେଖାଇଥିଲେ l ମନ୍ଦିର ଏବଂ ଏହାର ପାରିପାର୍ଶ୍ଵିକକୁ ଦେଖି ରାଜ୍ୟପାଳ ଖୁସି ବ୍ୟକ୍ତ କରିଥିଲେ l