Download Now Banner

This browser does not support the video element.

କୋରାପୁଟ ସହର: ଲମତାପୁଟ ବ୍ଳକ ସଦରମହକୁମା ଗସ୍ତ କରି ଲୋକଙ୍କ ସମସ୍ୟା ବୁଝିବା ସହ ଦଳୀୟ କର୍ମୀଙ୍କ ସହ ଆଲୋଚନା କଲେ ପୁର୍ବତନ ବିଧାୟକ

Koraput Town, Koraput | Aug 30, 2025
କୋରାପୁଟ ଜିଲ୍ଲାର ଲମତାପୁଟ ବ୍ଳକ ସଦରମହକୁମା ଗସ୍ତ କରିଛନ୍ତି ପୁର୍ବତନ ବିଧାୟକ ରଘୁରାମ ପଡାଲ। ଆଜି ଅପରାହ୍ନ ୪ଟା ସମୟରେ ବ୍ଳକ୍ ସଦରମହକୁମା ଲମତାପୁଟ ଗସ୍ତ କରି ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ଲୋକଙ୍କ ସମସ୍ୟା ପଚାରି ବୁଝିଥିଲେ ବିଧାୟକ। ଆସନ୍ତା ଦିନରେ ବିଜୁ ଜନତା ଦଳ କିଭଳି ସୁଦୃଢ଼ ହେବ ସେନେଇ ଆଲୋଚନା ହୋଇଥିବା ଜଣାପଡିଛି।
Read More News
T & CPrivacy PolicyContact Us