Download Now Banner

This browser does not support the video element.

କେନ୍ଦୁଝର ସହର: ଟିକରପଡ଼ା ଗ୍ରାମରେ ହାତିପଲ ଘର ଭାଙ୍ଗିବା ସହ ଧାନ ଫସଲ ନଷ୍ଟ କରିଛନ୍ତି

Kendujhar Town, Kendujhar | Sep 12, 2025
କେନ୍ଦୁଝର ସଦର ରେଞ୍ଜ ଟିକରପଡା ଗାଁର ଶ୍ୟାମସୁନ୍ଦର ବେହେରାଙ୍କ ଘର ଗ୍ରୀଲ ଭାଙ୍ଗି ଧାନ ସବୁ ଖାଇ ଦେଇଛନ୍ତି। ଧାନ ଫସଲ ନଷ୍ଟ ଓ ଅନ୍ୟ ଫସଲ ନଷ୍ଟ କରିଛନ୍ତି ।
Read More News
T & CPrivacy PolicyContact Us