Install App
updatesnews30056
This browser does not support the video element.
ପୁରୀ ମ୍ୟୁନିସିପାଲଟି: ପୁରୀ ବସଷ୍ଟାଣ୍ଡ ନିକଟରେ ଖଣ୍ଡା ବୁଲାଇ ମିଠା ଦୋକାନୀ କୁ ଆକ୍ରମଣ କରିବା ଅଭିଯୋଗ ରେ 3ଜଣକୁ ଗିରଫ କରିଛିକୁମ୍ଭାରପଡା ଥାନା ପୋଲିସ, l
Puri M, Puri | Aug 27, 2025
ଖଣ୍ଡା ବୁଲାଇବା ଘଟଣାରେ ପୁରୀ କୁମ୍ଭାରପଡ଼ା ଥାନା ପୋଲିସ ଦ୍ବାରା ୩ ଗିରଫ ।ଗିରଫ ଅଭିଯୁକ୍ତ ସିଦ୍ଧମହାବୀରର ବିଷ୍ଣୁ ଓରଫ ବିଶାଲ ପାତ୍ର,ମୁକୁନ୍ଦ ମିଶ୍ର ନଗରର ଶାଶ୍ଵତ ମହାନ୍ତି ଓ ସମ୍ବିତ ପାତ୍ର।ଖଣ୍ଡା ଓ ବାଇକ୍ ଜବତ l ଆଜି ରାତି 8 ସମୟରେ କୁମ୍ଭାରପଡା ଥାନା ପକ୍ଷରୁ ସୂଚନା ଦିଆଯାଇଛି l
Share
Read More News
T & C
Privacy Policy
Contact Us
Your browser does not support JavaScript!