Download Now Banner

This browser does not support the video element.

କଟକ ପୌରାଞ୍ଚଳ: ଜଗତପୁର ଗୋଲେଇ ଛକରେ କୁକୁର ଆସିବାରୁ ଘଟିଲା ଦୁର୍ଘଟଣା, ସ୍କୁଟି ଚାଳକ ଆହତ

Cuttack M Corp PS, Cuttack | Sep 7, 2025
କଟକ ଜଗତପୁର ଗୋଲେଇ ଛକ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତାରେ ହଠାତ୍ କୁକୁର ଆସିବାରୁ ଜଣେ ସ୍କୁଟି ଚାଳକ ସଡ଼କ ଦୁର୍ଘଟଣାର ଶୀକାର ହୋଇଛନ୍ତି। ଏଥିରେ ସେ ଆହତ ହୋଇଛନ୍ତି। ଆହତ ବ୍ୟକ୍ତି ଜଣକ ହେଲେ କୋଦଣ୍ଡଧର ସାହୁ। ରବିବାର ସନ୍ଧ୍ୟା ୬ ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଆହତ ବ୍ୟକ୍ତିଙ୍କ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା କରାଯାଇଛି।
Read More News
T & CPrivacy PolicyContact Us