Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ପ୍ରଫୁଲ୍ଲ ମଲ୍ଲିକଙ୍କ ନିଲମ୍ବନ ପ୍ରସଙ୍ଗରେ ଭୁବନେଶ୍ୱର 6ନଂ ପ୍ରତିକ୍ରିୟା ରଖିଲେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି

Bhubaneswar M Corp, Khordha | Sep 12, 2025
ଦଳ ବିରୋଧୀ କାର୍ଯ୍ୟପାଇଁ ପ୍ରଫୁଲ୍ଲ ମଲ୍ଲିକଙ୍କୁ ନିଲମ୍ବନ କରାଯାଇଛି। ମନ୍ତ୍ରୀ ଥିବା ସମୟରେ ଦଳ ଓ ନେତୃତ୍ବକୁ ପ୍ରଶଂସା କରିଛନ୍ତି। କିନ୍ତୁ ବିଗତ କିଛି ଦିନ ହେବ ଦଳକୁ କ୍ଷତି ପହଞ୍ଚାଇବାକୁ ନିମ୍ନ ମାନର ଟିପ୍ପଣୀ ଦେଉଛନ୍ତି। ଗତକାଲିର ତାଙ୍କ ବୟାନ ପରେ ବିଭିନ୍ନ ଦିଗକୁ ଦଳ ତର୍ଜମା କରି ଏପରି ପଦକ୍ଷେପ ଦିଆଯାଇଛି । ଦଳକୁ କ୍ଷତି ପହଞ୍ଚାଇବାକୁ ଉଦ୍ୟମ ଚାଲିଛି। ତାଙ୍କ ଭିତରେ ଅଛନ୍ତି ପ୍ରଫୁଲ୍ଲ ମଲ୍ଲିକ। ବରିଷ୍ଠତା କୁ ସମ୍ମାନ ଦେଇ ଦଳ ନୀରବ ରହିଥିଲା। ବାରମ୍ବାର ଏପରି କରିବା ଯୋଗୁଁ କାର୍ଯ୍ୟାନୁଷ୍ଠାନ ହୋଇଛି।
Read More News
T & CPrivacy PolicyContact Us