Download Now Banner

This browser does not support the video element.

କଣ୍ଟାବାଞ୍ଜି: କୁଇବାହାଲ ରୁ ସମରସିଂହ ଯିବା ରାସ୍ତା ରେ ଚଢ଼ାଉ ବନ ବିଭାଗ ଚଢ଼ାଉ ୨ ଜଣ ଗିରଫ।

Kantabanji, Balangir | Aug 21, 2025
ବେଆଇନ ଭାବ ତୁରେକେଲା ପଟୁ ବେଆଇନ ଭାବେ କାଠ ଚୋରାଚାଲାଣ କରୁଥିବା ନେଇ କଣ୍ଟାବାଞ୍ଜି ବନ ବିଭାଗ କୌଣସି ସୁତ୍ର ଖବର ପାଇଁ କଣ୍ଟାବାଞ୍ଜି ବନପାଳ ଘନଶ୍ଯାମ ପ୍ରସାୟତ ଙ୍କ ନେତୃତ୍ବ ରେ କୁଇବାହାଲ ରୁ ସମରସିଂହ ଯିବା ରାସ୍ତା ରେ ଚଢ଼ାଉ କରି ୧୬ ଖଣ୍ଡ କେନ୍ଦୁ ଗଣ୍ଡି ସହ ଗୋଟିଏ ଛୋଟାହାତି ଗାଡି ଜବତ କରି ୨ଜଣ ବ୍ଯକ୍ତି ଙ୍କୁ ଗିରଫ କରାଯାଇଛି। ଏହି ଚଢ଼ାଉ ରେ ଫରେଷ୍ଟ ଗାର୍ଡ ସବନମ ଫିରଦୋଷ, ପ୍ରମାନନ୍ଦ ମାଝି,ପ୍ରମାନନ୍ଦ ଭାଟି, ଜଳନ୍ଧର ବନଛୋର, ସହ ଅନ୍ଯ କର୍ମଚାରୀ ମାନେ ଉପସ୍ଥିତ ଥିଲେ।
Read More News
T & CPrivacy PolicyContact Us