Download Now Banner

This browser does not support the video element.

ଚମ୍ପୁଆ: ଏକାଧିକ ଦାବିରେ କାରାକୋହ୍ଲା ସ୍ଥିତ ଘରୋଇ ପ୍ଲାଣ୍ଟ ସମ୍ମୁଖରେ ଗ୍ରାମବାସୀଙ୍କ ଧାରଣା

Champua, Kendujhar | Aug 23, 2025
ପାନୀୟ ଜଳ ଯୋଗାଣ, ପ୍ରଦ୍ୟୁଷଣ ନିୟନ୍ତ୍ରଣ ଆଦି ସମସ୍ୟାର ସମାଧାନ ଦାବିରେ ଆଜି ଶତାଧିକ ଗ୍ରାମବାସୀ କାରାକୋହ୍ଲା ଗ୍ରାମ ସ୍ଥିତ ଏକ ଘରୋଇ ପ୍ଲାଣ୍ଟ ସମ୍ମୁଖରେ ଧାରଣାରେ ବସିଥିବା ଦେଖା ଯାଇଛନ୍ତି। ଯାହାକୁ ନେଇ ଘଟଣା ସ୍ଥଳରେ ସାମାନ୍ୟ ଉତ୍ତେଜନା ଦେଖା ଯାଇଥିବା ବେଳେ ସେଠାରେ ପୋଲିସ ପହଞ୍ଚି ସ୍ଥିତି ଉପରେ  ନଜର ରଖିଥିବା ଦେଖା ଯାଇଥିଲା।
Read More News
T & CPrivacy PolicyContact Us