This browser does not support the video element.
କଟକ ପୌରାଞ୍ଚଳ: ସାରଳା ଭବନରେ ଦଶହରା ପାଇଁ ପୋଲିସର ପ୍ରସ୍ତୁତି ନେଇ ପୋଲିସ କମିଶନରଙ୍କ ପ୍ରତିକ୍ରିୟା
Cuttack M Corp PS, Cuttack | Sep 2, 2025
କଟକ ସାରଳା ଭବନରେ ଚଳିତ ବର୍ଷ ଦଶହରା ପାଇଁ କମିସନରେଟ ପୋଲିସର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଡିଜେ ମୁକ୍ତ ଓ ନିଶା ମୁକ୍ତ ପୂଜା ପାଳନ ପାଇଁ ସବୁ ପୂଜା କମିଟି ଏକମତ ବୋଲି ମଙ୍ଗଳବାର ରାତି ୯.୩୦ ମିନିଟ ସମୟରେ କଟକ ସାରଳା ଭବନରେ ନିଜ ପ୍ରତିକ୍ରିୟାରେ କହିଛନ୍ତି ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ।