This browser does not support the video element.
କଟକ ପୌରାଞ୍ଚଳ: ବିନ୍ଧାଣିମା ଛକରେ ଭାରସାମ୍ୟ ହରାଇ ଏକ ଦୋକାନରେ ପଶିଗଲା ପିକଅପ ଭ୍ୟାନ, ଅଳ୍ପକେ ବର୍ତ୍ତିଲେ ଦୋକାନୀ
Cuttack M Corp PS, Cuttack | Aug 23, 2025
କଟକ ଜିଲ୍ଲା ବିନ୍ଧାଣିମା ଛକରେ ଏକ ଅଭାବନୀୟ ଘଟଣା ଘଟିଛି।ଭାରସାମ୍ୟ ହରାଇ ଏକ ଦୋକାନରେ ପଶିଗଲା ପିକଅପ ଭ୍ୟାନ। ଏହି ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଛନ୍ତି ଦୋକାନୀ ଓ ଅନ୍ୟ ବ୍ୟକ୍ତି। ଶନିବାର ସନ୍ଧ୍ୟା ୫.୩୦ ମିନିଟ ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣା ପରେ କିଛି ସମୟ ପାଇଁ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ହେଲେ ପୋଲିସ ଆସିବା ପୂର୍ବରୁ ସମସ୍ତେ ମାହୋଲ ଶାନ୍ତ ପଡିଯାଇଥିଲା।