Download Now Banner

This browser does not support the video element.

କୋରାପୁଟ ସହର: ପଟାଙ୍ଗି ବ୍ଳକ ଚନ୍ଦକା ପଞ୍ଚାୟତରେ ଆମ ପୁଲିସ ସମିତି ବୈଠକ ଯୋଗଦେଲେ ସୁନାବେଡ଼ା ଏସଡ଼ିପିଓ

Koraput Town, Koraput | Sep 5, 2025
ପଟ୍ଟାଙ୍ଗି ଥାନା ଅଧିକାରୀ ପ୍ରଭାତ ବେହେରାଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ  ଆୟୋଜନ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ସୁନାବେଢ଼ା ଏସଡିପିଓ ସୁମିତ୍ରା ଜେନା ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ସରପଞ୍ଚ ଦେବକୀ ଗଣ୍ଡ  ଏବଂ ଅନ୍ୟତମ ଅତିଥି ଭାବେ ସୁନାବେଢ଼ା ଥାନା ଅଧିକାରୀଣି ସମିତି ସଭ୍ୟ ଲକ୍ଷ୍ମଣ ପଡ଼ାଲ ଯୋଗ ଦେଇଥିଲେ। ଅପରାହ୍ନ ୪ଟା ସମୟରେ ମିଳିଥିବା ସୂଚନା ଅନୁସାରେ ହେଲମେଟ ବ୍ୟବହାର,ବାଲ୍ୟ ବିବାହ ,ନାରୀଙ୍କ ବିରୋଧରେ ହେଉଥିବା ନିର୍ଯାତନା ନେଇ ପୋଲିସଙ୍କୁ ସୂଚନା ଦେବା,ସାଇବର କ୍ରାଇମ,ଜମି ବିବାଦ,ସ୍ଵାମୀ ସ୍ତ୍ରୀ ଗଣ୍ଡଗୋଳ ଆଦି ବିଷୟ ବସ୍ତୁ ନେଇ ସଚେତନ କରା ଯାଇଥିଲା।
Read More News
T & CPrivacy PolicyContact Us