Download Now Banner

This browser does not support the video element.

ରାଜଗାଙ୍ଗପୁର: ସୁଇଡିହୀ ଗ୍ରାମ ନିକଟରୁ ୩ କେଜି ୭ଶହ ୧୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ

Rajagangapur, Sundargarh | Sep 13, 2025
ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ସୁଇଡିହୀ ଗ୍ରାମ ନିକଟରୁ ଆଜି ରାଜଗାଙ୍ଗପୁର ପୋଲିସ ଜଣେ ଗଞ୍ଜେଇ ଚୋରା ଚାଲାଣ କାରୀ କୁ ଧରିବାରେ ସକ୍ଷମ ହୋଇଛି।ଏହା ସହ ତ ଠାରୁ ଏକି ସ୍କୁଟି ଓ ମୋବାଇଲ ଜବତ ହୋଇଛି। ରାଜଗାଙ୍ଗପୁର ଥାନା ଆଇଆଇସି ବିଜୟ କୁମାର ଦାଶ ଙ୍କର ନିର୍ଦ୍ଦେଶକ୍ରମେ ଏସଆଇ ଜେ ସ୍ବାଇଁ ସଦଳବଳେ ଚଢ଼ାଉ କରିଥିଲେ। ଗିରଫ ଗଞ୍ଜେଇ ବେପାରୀ ହେଲେ ଏମଡି ଇରଫାନ ଓରଫ ବବଲୁ। ପୋଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି।
Read More News
T & CPrivacy PolicyContact Us