This browser does not support the video element.
ବିଜେପୁର: ଗାଇସିଲଟ ଗସ୍ତରେ ମନ୍ତ୍ରୀ ଓ ବିଧାୟକ
Bijepur, Bargarh (Baragarh) | Sep 11, 2025
ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗାଇସିଲେଟ ବ୍ଳକ କାର୍ଯ୍ୟାଳୟ ଠାରେ ଆଜି ପଞ୍ଚାୟତ ରାଜ ମନ୍ତ୍ରୀ ରବି ନାରାୟଣ ନାୟକ ଓ ସ୍ତାନୀୟ ବିଧାୟକ ଯୋଗଦେଇଥିଲେ