Download Now Banner

This browser does not support the video element.

କାମାକ୍ଷାନଗର: ଭୁବନ ଅନଳ ଗ୍ରାମରେ ଗଣେଶ ପୂଜା ଭାଷାଣି ବେଳେ ତୁମୁଳ କାଣ୍ଡ ଜଳିଦେଲେ ଘର ସୋମବାର ୧ଟାରେ ଭୁବନ ଥାନାରେ ହେଲା ଅଭିଯୋଗ

Kamakshyanagar, Dhenkanal | Sep 1, 2025
ଭୁବନ ଅନଳ ଗ୍ରାମରେ ଗଣେଶ ପୂଜା ଭାଷାଣି ବେଳେ ତୁମୁଳ କାଣ୍ଡ ଜଳିଦେଲେ ଘର ସୋମବାର ୧ଟାରେ ଭୁବନ ଥାନାରେ ହେଲା ଅଭିଯୋଗ ।ଢେଙ୍କାନାଳ ଜିଲା ଭୁବନ ଥାନା ଅନଳ ଗ୍ରାମରେ ଗତକାଲି ରାତିରେ ଗଣେଶ ପୂଜା ଭାଷାଣି ଉତ୍ସବ ଚାଲୁଥିବା ବେଳେ କେତେକ ବ୍ୟକ୍ତି ଲୋକଙ୍କର ଘର ଭାଙ୍ଗିବା ସହିତ ଘରକୁ ଜାଳି ଦେଇଥିବା ସୋମବାର ଭୁବନ ଥାନାରେ ଅଭିଯୋଗ ପରେ ପୋଲିସ ପହଂଚି କରୁଛି ତଦନ୍ତ ।
Read More News
T & CPrivacy PolicyContact Us