This browser does not support the video element.
କେନ୍ଦୁଝର ସହର: ଘରେ ପଶିଲା ଡ୍ରେନ ପାଣି, ପିଇବା ପାଣି ଲାଗି ଲୋକେ ସରପଞ୍ଚଙ୍କୁ କଲେ ଅଭିଯୋଗ #jansamasya
Kendujhar Town, Kendujhar | Aug 26, 2025
ଘରେ ପଶିଲା ଡ୍ରେନ ପାଣି, ପିଇବା ପାଣି ଲାଗି ଲୋକେ ସରପଞ୍ଚଙ୍କୁ ଘେରିଲେ। ବର୍ଷା ଅତ୍ୟଧିକ ହେଲେ ବିପଜ୍ଜୟ ଆସେ ଯାହା ଦେଖିବାକୁ ମିଳିଛି ପାଟଣା ବ୍ଲକର ବଡ଼ପଟଣା ପଂଚାୟତର ଟାଇଁଶିରା ଗ୍ରାମରେ। ଏହି ଗାଁର ବାର ନମ୍ବର ୱାର୍ଡ଼ ଲୋକଙ୍କ ଘରେ ପ୍ରବଳ ବର୍ଷାରେ ଡ୍ରେନ ପାଣି ପଶିଯାଇଥିଲା। କୂଅ,ନଳ କୂଅରେ ନର୍ଦ୍ଦମା ପାଣି ପଶି ଯିବାରୁ ଲୋକେ ପାଣିଲାଗି ହନ୍ତସନ୍ତ ହେଉଛନ୍ତି। ଏହି ସମୟରେ ବିଦ୍ୟୁତ ବିଭ୍ରାଟ ଘଟି କରେଣ୍ଟ ନଥିବାରୁ ସାପ କାମୁଡ଼ା ଆଶଙ୍କାରେ ଲୋକେ ଭୟଭୀତ ଥିଲେ। ତେଣୁ ସମସ୍ୟା ସମାଧାନ ନହେବାରୁ ୱାର୍ଡ଼ର ସ୍ତ୍ରୀ ପୁରୁଷ ସମସ୍ତେ ଏକାଠି ହୋଇ ସ୍ଥାନୀୟ ସରପଞ୍ଚଙ୍କୁ ଘେରି