Install App
updatesnews30056
This browser does not support the video element.
ପୁରୀ ମ୍ୟୁନିସିପାଲଟି: ପୁରୀ ବଡ଼ ଦାଣ୍ଡ ନିକଟରେ ଶ୍ରୀ ଶ୍ରୀ ନୀଳଗିରି ଚାର ଗଣେଶ ଗୁରୁଜ ଯାଗା ପଞ୍ଚାୟତ ର ୨୫ତମ ଗଣପତି ମହୋତ୍ସବ ଉଦ୍ଘାଟନ।
Puri M, Puri | Aug 27, 2025
ଶ୍ରୀ ଶ୍ରୀ ନୀଳଗିରି ଚାର ଗଣେଶ ଗୁରୁଜ ଯାଗା ପଞ୍ଚାୟତ ର ୨୫ତମ ଗଣପତି ମହୋତ୍ସବ ଉଦଘାଟନ l ଆଜି ଶ୍ରୀ ଶ୍ରୀ ନୀଳଗିରି ଚାର ଗଣେଶ ଗୁରୁଜ ଯାଗା ଅନୁଷ୍ଠାନ ତରଫ ରୁ ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ୨୫ ତମ ଗଣପତି ମହୋତ୍ସବ ଉଦ୍ଘାଟନ ହୋଇଅଛି ଏଥିରେ ମୁଖ୍ୟ ଅତିଥି ଭାବରେ ଶ୍ରୀମନ୍ଦିର ପରିଚାଳନା କମିଟିର ନୂତନ ସଭ୍ୟ ଜଗନ୍ନାଥ ପୂଜାପଣ୍ଡା ସାମନ୍ତ ସମେତ ବିଜେପି ର ବରିଷ୍ଠ ନେତା ରବି ଦାସ ଯୋଗ ଦେଇଥିଲେ l ଆଜି ସନ୍ଧ୍ୟା 7 ସମୟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l
Share
Read More News
T & C
Privacy Policy
Contact Us
Your browser does not support JavaScript!