Download Now Banner

This browser does not support the video element.

ବଡସାହି: ଭାଗବତଚନ୍ଦ୍ରପୁର ପଞ୍ଚାୟତ ଖଇରିବଣିଛକରେ ଆୟୋଜିତ ସୁସ୍ଥ ନାରୀ ସଶକ୍ତ ପରିବାର କାର୍ଯ୍ୟକ୍ରମରେ ଯୋଗଦେଲେ ବାରିପଦା ବିଧାୟକ ପ୍ରକାଶ ସୋରେନ

Barsahi, Mayurbhanj | Oct 2, 2025
ବେତନଟୀ ଥାନା କୃଷ୍ଣଚନ୍ଦ୍ରପୁର ଫାଣ୍ଡି ଅଧୀନ ଭାଗବତଚନ୍ଦ୍ରପୁର ଉପକଣ୍ଠ ଖଇରିବଣି ଛକଠାରେ ସାଇ ନର୍ସିଙ୍ଗହୋମ ପକ୍ଷରୁ ଆୟୋଜିତ ସୁସ୍ଥନାରୀ ସଶକ୍ତ ପରିବାର କାର୍ଯ୍ୟକ୍ରମରେ ଗୁରୁବାର ଅପରାହ୍ନ ତିନିଟାରେ ମୁଖ୍ୟଅତିଥି ଭାବେ ଯୋଗଦେଲେବାରିପଦା ସଦର ବିଧାୟକ ପ୍ରକାଶ ସରେନଙ୍କ ସମେତ ବିଜେପିର ମୟୁରଭଞ୍ଜ ଜିଲ୍ଲାଉପସଭାପତି ତଥା ଦକ୍ଷ ସଂଗଠକ ପରେଶଚନ୍ଦ୍ର ମହାନ୍ତ ଓ ଅନ୍ୟାନ୍ୟ ଅତିଥି ଅଧିକାରୀ ପ୍ରମୁଖ l
Read More News
T & CPrivacy PolicyContact Us