This browser does not support the video element.
ବିଶୋଇ: ମହାଆଡମ୍ବର ସହ ବିଶୋଇ ବଜାରରେ ଆଜି ରଥଯାତ୍ରା ପାଳିତ, ହଜାର ହଜାର ଲୋକଙ୍କ ସମାଗମ
Bisoi, Mayurbhanj | Jul 8, 2024
ଗତକାଲି ପାଖରୁ ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ମୟୂରଭଞ୍ଜ ଜିଲ୍ଲାର କୋଣ ଅନୁକୋଣରେ ଆଜି ଏହି ରଥ ଯାତ୍ରା ପାଳନ ହେଉଥିବା ବେଳେ, ଏହି ପରିପ୍ରେକ୍ଷୀରେ ଆଜି ଅପରାହ୍ନ ୫ଟା ସମୟରେ ବିଶୋଇ ବ୍ଲକ୍ ସ୍ଥିତ ବିଶୋଇ ବିଜାର ଠାରେ ରଥଯାତ୍ରା ପାଳନ ଉତ୍ସବରେ ହଜାର ହଜାର ସଂଖ୍ୟାରେ ମହିଳା ପୁରୁଷ ଯୁବକ ଯୁବତୀ ଉତ୍ସବମୁଖର ହୋଇ ରଥଯାତ୍ରା ପାଳନ କରିଛନ୍ତିି। ଏହି ରଥଯାତ୍ରାର ଶାନ୍ତି ଶୃଙ୍ଖଳା ଦାୟୀତ୍ୱରେ ବିଶୋଇ ପୋଲିସ ପକ୍ଷରୁ ସ୍ବତନ୍ତ୍ର ପୋଲିସ ମୁତୟନ ମଧ୍ୟ ଦେଖିବାକୁ ମିଳିଥିଲା।