This browser does not support the video element.
ଫୁଲବାଣୀ ସହର: ଗାନ୍ଧୀ ଜୟନ୍ତୀ ଅବସରରର ରାଣୀପଥର ଠାରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ।
Phulabani Town, Kandhamal | Oct 2, 2024
ଆଜି ତାରିଖ 02/10/2024 ତାରିଖ ସକାଳ ନଅଟା ବେଳେ ରାଣୀପଥର ଗ୍ରାମର ଯାତ୍ରୀ ବିଶ୍ରାମ ଗୃହ,ଗାଁ ଦାଣ୍ଡ ,ନଳକୂପ ଚାରିପାଖ,ଯୁବ ବିକାଶ କେନ୍ଦ୍ର ଝାଡ଼ୁରେ ସଫା କରିବା ସହିତ ଯାତ୍ରୀ ବିଶ୍ରାମ ଗୃହକୁ ଦ୍ୱାରା ଧୋଇଥିଲେ। ସେଇଭଳି ନଳକୂପ ଚାରିପାଖେ ଥିବା ଓ ଗାଁ ଦାଣ୍ଡର ଉଭୟ ପାର୍ଶ୍ଵରେ ଥିବା ଅନାବନା ଘାସକୁ ଓପାଡ଼ି ଚାଞ୍ଛି ସଫା କରିବା ସହିତ ବିଭିନ୍ନ ସ୍ଥାନ ଗୁଡ଼ିକୁ ସଫା କରିଥଲେ।ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ଅନେକ ମହିଳା ଓ ଯୁବକ ଯୋଗ ଦେଇଥିଲେ।ଆଜିର ଏହି