Download Now Banner

This browser does not support the video element.

ଝାରସୁଗୁଡା: ଧୁତରା-ବାଘଡ଼ିହି ରେଳ ଧାରଣା ଅତିକ୍ରମ କରୁଛି ହାତୀ

Jharsuguda, Jharsuguda | Jul 16, 2024
ଆଜି ଧୁତରା - ବାଘଡ଼ିହି ରେଳ ଧାରଣାରେ ହାତୀ ଦେଖା ଯାଇଥିବା ସୂଚନା ମିଳିଛି। ସୂଚନାନୁସାରେ ଝାରସୁଗୁଡ଼ା ଜିଲ୍ଲା ଧୁତରା ଓ ବାଘଡ଼ିହି ରେଳ ଧାରଣାରେ ଅତିକ୍ରମ କରିଥିବା ଜଣାପଡିଛି ଏହି ହାତୀ ନିଜ ଦଳରୁ ବିଛିନ୍ନ ହୋଇ ପାନପାଲି ନିକଟରେ ଥିବା ଅନୁମାନ କରାଯାଉଛି। ଏହାକୁ ନେଇ ବନ ବିଭାଗ ପକ୍ଷରୁ ହାତୀକୁ ଜଙ୍ଗଲ ଆଡ଼କୁ ଘଉଡ଼ାଇବା ପାଇଁ ଏକ ଦଳ ଗଠନ କରାଯାଇଥିବା ସୂଚନା ମିଳିଛି।
Read More News
T & CPrivacy PolicyContact Us