Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ଧାମନଗର ରେ ବନ୍ୟା ରେ ଅର୍ଜୁନପୁର ପଧାନୀ ପଂଚାୟତ ବେଶ ପ୍ରଭାବିତ ଥିବା ବେଳେ,ସ୍ଥିତି କେମିତି ରହିଛି କହିଲେ ସରପଞ୍ଚ

Bhadrak Rural, Bhadrak | Aug 25, 2025
ଭଦ୍ରକ ଜିଲ୍ଲା ରେ ବନ୍ୟା ସ୍ଥିତି ପୁଣି ସୃଷ୍ଠି ହୋଇଚି,ବୈତରଣୀ ନଦୀ ରେ ବନ୍ୟାଆସି ଧାମନଗର ବ୍ଲକ କୁ ବେଶ କ୍ଷତି ପହଞ୍ଚାଇଛି,ଅର୍ଜୁନ ପୁର , ହସନାବାଦ୍ ଶୋହଡା ଓ ପଧାନି ପଞ୍ଚାୟତ ର 25 ସ୍କୁଲ କୁ ଦୁଇ ଦିନ ପାଇଁ ଛୁଟି ଘୋଷଣା କରାଯାଇଛି, ପଧାନୀ ଓ ଅର୍ଜୁନପୁର ରେ ସ୍ଥିତି ସଂଗୀନ ରହିଛି, ଘର ଭିତରେ ପାଣି ପଶି ରହିଛି, ଲୋକଙ୍କ ପାଖରେ ଶୁଖିଲା ଖାଦ୍ୟ ପହଞ୍ଚାଯାଇଛି,ରନ୍ଧା ଖାଦ୍ୟ ମଧ୍ୟ ଯୋଗାଇ ଦିଆଯାଇଛି ବୋଲି କହିଛନ୍ତି ସରପଞ୍ଚ, ଏହି ଖବର ସଂଧ୍ୟା 5 ଟାରେ ହସ୍ତଗତ ହୋଇଛି
Read More News
T & CPrivacy PolicyContact Us