Download Now Banner

This browser does not support the video element.

ଯାଜପୁର: ଦଶରଥପୁର ବ୍ଲକ କଟିକଟାରେ ଅଘଟଣ,ବୈତରଣୀ ନଦୀର ବନ୍ୟାଜଳରେ ଭାସି ବୃଦ୍ଧ ମୃତ,ପୋଲିସ ପହଂଚି ଘଟଣାର ଆରମ୍ଭ କଳା ତଦନ୍ତ

Jajapur, Jajpur | Aug 25, 2025
ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ କଟିକଟାରେ ଅଘଟଣ,ବୈତରଣୀ ନଦୀର ବନ୍ୟାଜଳରେ ଭାସି ବୃଦ୍ଧ ମୃତ,ପୋଲିସ ପହଂଚି ଘଟଣାର ଆରମ୍ଭ କଳା ତଦନ୍ତ । ମୃତକ ହେଲେ କଟିକଟା ଅଂଚଳର ଭାଗବତ ମାଝୀ । ସୂଚନା ଅନୁଯାୟୀ ବୈତରଣୀ ନଦୀର ବନ୍ୟା ପାଣି ଆସି ଭାଗବତ ଘର ଅଧା ବୁଡେଇ ଦେଇଥିଲା l ତେବେ ଆଜି ଭାଗବତ ଶୌଚ ହେବାକୁ ଘର ବାହାରକୁ ଆସିବା ସମୟରେ ହଠାତ ପଥରରେ ଗୋଡ଼ ଖସି ଯାଇଥିଲା l ଫଳରେ ବନ୍ୟା ଜଳରେ ଭାଗବତ ଭାସି ଯାଇଥିଲେ।
Read More News
T & CPrivacy PolicyContact Us