This browser does not support the video element.
ପାରଳାଖେମୁଣ୍ଡି: ଜଙ୍ଗଲପାଡୁ ଗ୍ରାମ ଏକ ପୋଖରୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ
Paralakhemundi, Gajapati | Aug 28, 2025
ଜଙ୍ଗଲପାଡୁ ଗ୍ରାମ ଏକ ପୋଖରୀ ରେ ବୁଡ଼ି ଯୁବକଙ୍କ ମୃତ୍ୟୁ। ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ଅନ୍ତର୍ଗତ ଜଙ୍ଗଲପାଡୁ ଗ୍ରାମ ଏକ ପୋଖରୀ ରେ ବୁଡ଼ି ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ମୃତ ଯୁବକ ଜଣଙ୍କ ହେଲେ ଜଙ୍ଗଲପାଡୁ ଗ୍ରାମର 42 ବର୍ଷୀୟ କନ୍ଦର୍ପ ସାମଲ ବୋଲି ଜାଣିବାକୁ ମିଳିଛି। ଲୋକଙ୍କ କହିବା ଅନୁଯାୟୀ କନ୍ଦର୍ପ ଫୁଲ କାଡିବା ନେଇ ସନ୍ଧ୍ୟା ସମୟରେ ପୋଖରୀ କୁ ଯାଇଥିଲେ। ହେଲେ ବହୁ ସମୟ ଧରି ନ ଫେରିବାରୁ ଘର ଲୋକେ ଖୋଜା ଖୋଜି କରି ପୋଖରୀ ନିକଟକୁ ପହଞ୍ଚି ଥିଲେ। ପରେ ପୋଲିସ୍ ଏବଂ ଅଗ୍ନିଶମ ବାହିନୀକୁ ସୂଚନା ଦେଇ ଥିଲେ। ଘଟଣା ସ୍ଥଳରେ ପୋଲିସ ଏବଂ ଅଗ୍ନିଶମ ବାହିନୀ ଯବାନ ମ