Download Now Banner

This browser does not support the video element.

କେନ୍ଦ୍ରାପଡା: ଲଗାଣ ବର୍ଷାରେ ଭାଙ୍ଗିଲା ବଡକୂଳ ଗ୍ରାମର ଦଶମୌଜି ସ୍ଥିତ ପ୍ରସିଦ୍ଧ ମା' ବଜ୍ରସୁନାଙ୍କ ପୀଠର ପ୍ରାଚୀର

Kendrapara, Kendrapara | Aug 27, 2025
ମହାକାଳପଡ଼ା ବ୍ଲକ ବଡକୂଳ ଗ୍ରାମର ଦଶମୌଜି ସ୍ଥିତ ସୁପ୍ରସିଦ୍ଧ ମା ବଜ୍ରସୁନାଙ୍କ ପୀଠର ପ୍ରାଚୀର ଲଗାଣ ବର୍ଷା ଯୋଗୁଁ ଘୁଷୁଡି ପଡିଥ‌ିବା ଦେଖୁବାକୁ ମିଳିଛି। ମନ୍ଦିର ସମ୍ମୁଖ ଦିଗକୁ) । ପ୍ରାୟ ଦୂଇଶହ ଫୁଟ ପ୍ରାଚୀର ମୁଖ୍ୟ ଫାଟକ ନିକଟରେ ଅବସ୍ଥିତ (ଗଣେଶମନ୍ଦିର ଠାରୁ ଉତ୍ତରପଟ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି । । ଏପରି ଏକ ଅଘଟଣା ଦେଖୁବା ପରେ ୨୨ ମୌଜାର ଅଧୀଷ୍ଠାତ୍ରୀ ଦେବୀ ମା ବଜ୍ରସୁନାଙ୍କ ଭକ୍ତମାନଙ୍କ ମନରେ କୌତୁହଳ ସହ ବିଭିନ୍ନ ପ୍ରକାର ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।ମାଙ୍କ ମନ୍ଦିରବେଢାର ସୁରକ୍ଷା ପାଇଁ ସୁଦୃଢ ପ୍ରାଚୀର ନିର୍ମାଣ କରିବା ପାଇଁ ଦାବୀ କରାଯାଇଛି l
Read More News
T & CPrivacy PolicyContact Us