Download Now Banner

This browser does not support the video element.

ବାସୁଦେବପୁର: କିସ୍ମତ କୃଷ୍ଣପୁର ର ପୂର୍ବତନ ସରପଞ୍ଚଙ୍କ ପତ୍ନୀ ବିୟୋଗ ରେ ତାଙ୍କ ବାସ ଭବନ ରେ ପାହଁଚି ଶେଷ ଦର୍ଶନ କରିଲେ ବାସୁଦେବପୁର ବିଧାୟକ

Basudebpur, Bhadrak | Apr 24, 2024
କିସ୍ମତ କୃଷ୍ଣପୁର ର ପୂର୍ବତନ ସରପଞ୍ଚଙ୍କ ପତ୍ନୀ ବିୟୋଗ ରେ ତାଙ୍କ ବାସ ଭବନ ରେ ପାହଁଚି ଶେଷ ଦର୍ଶନ କରିଲେ ବାସୁଦେବପୁର ବିଧାୟକ । ଆଜି ମଧ୍ୟାହ୍ନ ରେ ବାସୁଦେବପୁର ବ୍ଳକ ର କିସ୍ମତ କୃଷ୍ଣପୁର ର ପୂର୍ବତନ ସରପଞ୍ଚ ସନାତନ ରାଉତଙ୍କ ପତ୍ନୀଙ୍କ ଦେହାନ୍ତ ଖବର ପାଇ ତାଙ୍କ ବାସଭବନରେ ପହଁଚି ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଲେ ବାସୁଦେବପୁର ବିଧାୟକ ।
Read More News
T & CPrivacy PolicyContact Us