This browser does not support the video element.
କୋରାପୁଟ ସହର: କୋରାପୁଟ ପୌର ପରିଷଦର ବନଭାରତୀ କଲୋନିରେ ଲଗାଣ ବର୍ଷାରେ ଭାଙ୍ଗିଲା ଘର
Koraput Town, Koraput | Aug 28, 2025
କୋରାପୁଟ ପୌର ପରିଷଦର ୱାର୍ଡ଼ ନଂ ୭ ବନଭାରତୀ କଲୋନିରେ ଲଗାଣ ବର୍ଷାରେ ଭାଙ୍ଗିଲା ଘର । ଆଜି ଦିନ ୨ଟା ସମୟରେ ମିଳିଥିବା ସୂଚନା ଅନୁସାରେ ବିମଳା ଜାନୀ ଓ ଗୋରା ଜାନୀଙ୍କ ଘର କାନ୍ଥ ଭାଙ୍ଗି ଯାଇଥିବା ଜଣାପଡିଛି। ଘର କାନ୍ଥ ଭାଙ୍ଗି ଯିବାରୁ ଜିନିଷ ପତ୍ର ପାଣିରେ ଭିଜି ନଷ୍ଟ ହୋଇଯାଇଛି। ପୌର ପ୍ରଶାସନ ପକ୍ଷରୁ ସହାୟତା ଦାବି ହୋଇଛି।