This browser does not support the video element.
ସୁନ୍ଦରଗଡ ସହର: ସୁନ୍ଦରଗଡ ସହରର ବ୍ରାହ୍ମଣପଡ଼ା ଆରଆରଆଇଟି କଲୋନୀରେ ଶାରଦୀୟ ଦୁର୍ଗାପୂଜା
Sundargarh Town, Sundargarh | Sep 30, 2025
ସୁନ୍ଦରଗଡ ସହରର ବ୍ରାହ୍ମଣପଡ଼ା ସ୍ଥିତ ଆରଆରଆଇଟି କଲୋନୀ ପରି ବିଭିନ୍ନ ମଣ୍ଡପରେ ମାଁ ଦୂର୍ଗାଙ୍କ ମହାଷ୍ଟମୀ ପୂଜା ସମ୍ପୂର୍ଣ ନୀତିକାନ୍ତିରେ ଓ ଶାନ୍ତି ଶୃଙ୍ଖଳାର ସହ ସାମପ୍ତ ହୋଇଥିବା ନେଇ ଆଜି ୮ ଟାରେ ସୂଚନା ମିଳିଛି । ଏଥିରେ ମଣ୍ଡପ ଗୁଡ଼ିକୁ ଜିଲ୍ଲା କଂଗ୍ରେସ ସଭାପତି ଏବଂ ଉପ ନଗରପାଳ ପରିଦର୍ଶନ କରି ମାଁଙ୍କ ଠାରେ ପୂଜାର୍ଚ୍ଚନା କରିଥିବା ସୂଚନା ମିଳିଛି।