This browser does not support the video element.
ଉଦଳା: ଶିଦାମଚନ୍ଦ୍ରପୁରରେ ଫୁଟବଲ ଖେଳରେ ଯୋଗଦେଲେ ଏନଏସି ଅଧ୍ଯକ୍ଷା
Udala, Mayurbhanj | Oct 17, 2024
ସୂଚନାଯୋଗ୍ୟ ଯେ ଆଜି ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଉଦଳା ବ୍ଲକ୍ ର ଶିଦାମଚନ୍ଦ୍ରପୁର ର ଯୁବକ ମାନଙ୍କ ଦ୍ବାରା ଆୟୋଜିତ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ରେ ମୁଖ୍ୟ ଅତିଥି ଭାବେ ଅପରାହ୍ନ ୦୪ ଘଟିକା ସମୟରେ ଯୋଗ ଦେଲେ ଉଦଳା ଏନଏସି ଅଧକ୍ଷା ପ୍ରମିଳା ପଣ୍ଡା । ତେବେ କାର୍ଯ୍ୟକ୍ରମରେ ଯୋଗଦାନ କରି ଖୋଳାଳି ମାନଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ପ୍ରଦାନ କରିଥିଲେ ଶ୍ରୀମତୀ ପଣ୍ଡା । ବିଧିବଦ୍ଧ ଭାବେ କାର୍ଯ୍ୟକ୍ରମ ଉଦଘାଟନ ପରେ ଖେଳ ଆରମ୍ଭ ହୋଇଥିବା ସୂଚନା ମିଳିଛି ।