This browser does not support the video element.
ଲାଞ୍ଜିଗଡ: କଳସ ଯାତ୍ରାରୁ ଆରମ୍ଭ ହେଲା ପୋଖରୀବନ୍ଧ ଦୁର୍ଗାପୂଜା: ସାମିଲ ହେଲେ ହଜାରେରୁ ଉର୍ଦ୍ଧ୍ବ ମହିଳା-ପୁରୁଷ
Lanjigarh, Kalahandi | Sep 29, 2025
ପୋଖରୀବନ୍ଧ ମାଁ ହିରାନୀଳା ଷ୍ଟୋନ୍ କ୍ରସର ପକ୍ଷରୁ ତୃତୀୟ ବର୍ଷ ଦୁର୍ଗାପୂଜା ପାଇଁ ଭବ୍ୟ କଳସ ଯାତ୍ରା ସହିତ ପୂଜା ଆରମ୍ଭ ହୋଇଯାଇଛି। ପୋଖରୀବନ୍ଧ ସାର୍ବଜନୀନ ଦୁର୍ଗାପୂଜା କମିଟି ସଭାପତି ରମେଶ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ କମିଟିର ସମସ୍ତ ସଦସ୍ୟ, ଆବାଳବୃଦ୍ଧବନିତା ତଥା ପଖୋରୀବନ୍ଧ ଗ୍ରାମ ପଞ୍ଚାୟତ ଅଞ୍ଚଳର ଏକ ହଜାରରୁ ଊର୍ଦ୍ଧ୍ବ ମହିଳା, ପୁରୁଷ ପୁରୁଷ ଏଥିରେ ସାମିଳ ହୋଇଥିଲେ। ଏଥିରେ ଅତିଥି ଭାବେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ମାଝୀ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସୁବାସ ଅଗ୍ରୱାଲ, ତୁଳସୀ ମାଝୀ ପ୍ରମୁଖ ଯୋଗଦେଇ ଥିଲେ।