This browser does not support the video element.
କେନ୍ଦୁଝର ସହର: ପ୍ରାଥମିକ ଶିକ୍ଷକ ସଂଘର 2 ନବ ନିର୍ବାଚିତ ପଦାଧିକାରୀ ଙ୍କୁ ପାଟଣା ଠାରେ ସମ୍ବର୍ଦ୍ଧନା
Kendujhar Town, Kendujhar | Aug 22, 2025
-ପ୍ରାଥମିକ ଶିକ୍ଷକ ସଂଘର 2 ନବ ନିର୍ବାଚିତ ପଦାଧିକାରୀ ଙ୍କୁ ଆଜି ସମ୍ବର୍ଦ୍ଧିତ କରାଯାଇଛି। ନିଖିଳ ଉତ୍କଳ ପ୍ରାଥମିକ ସଙ୍ଘ କେନ୍ଦୁଝର ଜିଲ୍ଲା ଶାଖାର ସାଧାରଣ ସମ୍ପାଦକ ହୋଇଥିବା ପାଟଣା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ କମଳା କାନ୍ତ ପତି ଓ ଉପ ସଭାନେତ୍ରୀ ହୋଇଥିବା ପାଟଣା ବ୍ଲକ ମଙ୍ଗଳପୁର ପ୍ରାଥମିକ ବିଦ୍ୟାଳୟର ତିଲୋତ୍ତମା ବେହେରା ଙ୍କୁ ସଙ୍ଘର ବ୍ଲକ ଶାଖା ପକ୍ଷରୁ ସ୍ୱାଗତ ଆଜି ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।ଆୟୋଜିତ ପାଟଣା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ ।