Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ରାଜଧାନୀରେ ଶାନ୍ତି ଶୃଙ୍ଖଳା ର ସହ ଗଣେଷ ଭସାଣି କୁ ନେଇ ପୋଲିସ କମିସନର ଙ୍କ ଅଫିସରେ ସୁରେଶ ଦେବଦତ୍ତ ସିଂଙ୍କ ପ୍ରତିକ୍ରିୟା

Bhubaneswar M Corp, Khordha | Aug 28, 2025
ରାଜଧାନୀରେ ଗଣେଷ ପୂଜା ସରିଲା | ଭସାଣି କୁ କେମିତି ଶାନ୍ତି ଶୃଙ୍ଖଳା ର ସହ କରାଯିବ | ତାକୁ ଗୁରୁତ୍ୱ ଦେଇଛି କମିସନରେଟ ପୋଲିସ | ଏହାପରେ ଦୁର୍ଗା ପୂଜା ଆସୁଛି ତାକୁ ଆଖି ଆଗରେ ରଖି ବିଭିନ୍ନ ପୂଜା କମିଟି ସହ ଆଲୋଚନା କରୁଛୁ | ଯେମିତି ଦୁର୍ଗା ପୂଜା ଶାନ୍ତି ଶୃଙ୍ଖଳାର ସହ ହେବ ତା ଉପରେ ମଧ୍ୟ ଧ୍ୟାନ ଦିଆଯାଇଛି |
Read More News
T & CPrivacy PolicyContact Us