Download Now Banner

This browser does not support the video element.

ବିଞ୍ଝାରପୁର: ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସାମାନ୍ୟ ବର୍ଷା ହେଲେ ବାରଣ୍ଡାରେ ପାଣି, ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଅଭିଯୋଗ

Binjharpur, Jajpur | Jul 16, 2024
ଯାଜପୁର ଜିଲ୍ଲା ବିଂଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସାମାନ୍ୟ ବର୍ଷା ହେଲେ ବାରେଣ୍ଡାରେ ପାଣି ପଢୁଛି ଛାତରୁ ୨ଟା ବିଲଡିଙ୍ଗ ସଂଯୋଗ ହୋଇ ନଥିବାରୁ ପାଣି ମଝି ବାଟରୁ ବାହାରୁଛି ଜାହା ଫଳରେ ରୋଗୀ ମାନେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି l କେବଳ ଏହି ସମସ୍ୟା ନୁହଁ ବାରେଣ୍ଡା ପାଖକୁ ଲାଗି ଏକ ଟିଣ ଲାଗିଛି କିନ୍ତୁ ଛାତ ତଳେ ନଦେଇ ମଝିରେ ଫାଙ୍କା ଥିବାରୁ ବାରେଣ୍ଡାରେ ବର୍ଷା ପାଣି ଜମି ରହୁଛି l ଜାହା ପାଇଁ ରୋଗୀ ମାନେ ନା ନା ସମସ୍ୟା ଭୋଗୁଛନ୍ତି l ଅନେକ ସମୟରେ ଏହି ପାଣି ଜମିବା ଯୋଗୁ ଡେଲିବେରି ମହିଳା ମାନେ ଓ ଅନ୍ୟ ରୋଗୀ ମାନେ ଦୁର୍ଘଟଣାର ଶିକାର ହେଉଛନ୍ତି l
Read More News
T & CPrivacy PolicyContact Us