Download Now Banner

This browser does not support the video element.

କଟକ ସଦର: କଟକସଦର ବାଲିକୁଦା ଗ୍ରାମର ମା ବାଲି ମଙ୍ଗଳା ମନ୍ଦିର ଉଦଘାଟନ ଉତ୍ସବରେ ଯୋଗଦେଲେ ବିଜେପି ସାଂସଦ ପ୍ରାର୍ଥୀ ଶ୍ରୀ ଭର୍ତୁହରି ମହତାବ

Cuttack Sadar, Cuttack | Apr 23, 2024
କଟକସଦର ବାଲିକୁଦା ଗ୍ରାମ ର ମା ବାଲି ମଙ୍ଗଳା ମନ୍ଦିର ଉଦଘାଟନ ଉତ୍ସବରେ ସୋମବାର ରାତି ଆଠ ଘଟିକା ସମୟରେ ଯୋଗଦେଲେ କଟକ ବିଜେପି ସାଂସଦ ପ୍ରାର୍ଥୀ ଶ୍ରୀ ଭର୍ତ୍ତୃହରି ମହତାବ, କଟକ ସଦର ନିର୍ବାଚନ ମଣ୍ଡଳୀର ବରିଷ୍ଠ ନେତା ଶ୍ରୀ ଦିଲ୍ଲୀପ ମଲ୍ଲିକ, କଟକ ନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁ, ପଞ୍ଚମୁଖୀ ମଣ୍ଡଳ ସଭାପତି ଶ୍ରୀ ପ୍ରମୋଦ ଓଝା ଙ୍କ ସହିତ ବହୁ ବରିଷ୍ଠ କାର୍ଯ୍ୟକର୍ତ୍ତା ଯୋଗ ଦେଇ କୃତଜ୍ଞତା ଜ୍ଞାପନ କରିଥିଲେ।| ସମସ୍ତଙ୍କ ମଙ୍ଗଳ କାମନା କରିବା ସହିତ ବାଲିକୁଦା ଗ୍ରାମବାସୀ ଙ୍କ ସର୍ବାଙ୍ଗୀନ ଉନ୍ନତ୍ତି କାମନା କରିଥିଲେ।
Read More News
T & CPrivacy PolicyContact Us