Download Now Banner

This browser does not support the video element.

ବଡସାହି: ବାଛୁରୀପଡା ଗାଁରେ ଚାଲିଥିବା ବେଆଇନ ବାଣତିଆରି କାରଖାନା ଉପରେ ଏକପ୍ଲାଟୁନ ସଶସ୍ତ୍ର ପୁଲିସଫୋର୍ସସହାୟତାରେ ବେତନଟୀ ଏସଡିପିଓଙ୍କ ଚଢାଉ

Barsahi, Mayurbhanj | Sep 13, 2025
ବୈଶିଙ୍ଗା ଥାନା ଅଧିନ ବାଛୁରୀପଡା ଅଞ୍ଚଳରେ ଚାଲିଥିବା ବେଆଇନ ବାଣତିଆରି କାରଖାନା ଉପରେ ଶନିବାର ଅପରାହ୍ନ ପାଞ୍ଚଟାରେ ଚଢାଉକରି ବିପୁଳ ପରିମାଣର ଅଫୁଟା ବାଣ ସମେତ ବାଣ ପ୍ରସ୍ତୁତିରେ ବ୍ୟବହୃତ, ବାରୂଦ ଏବଂ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ସମେତ ଆନୁସାଙ୍ଗିକ ସରଞ୍ଜାମ ଜବତକଲା ପୁଲିସ ପ୍ରଶାସନ l ମୟୁରଭଞ୍ଜ ଏସପି ବରୁଣ ଗୁଣ୍ଟୁପାଲ୍ଲୀଙ୍କ ନିର୍ଦେଶକ୍ରମେ ବେତନଟୀ ଏସଡିପିଓ ମିନତୀ ବିଶ୍ୱାଳଙ୍କ ନେତୃତ୍ୱରେ ଚଢାଉ କରାଯାଇଥିଲା l
Read More News
T & CPrivacy PolicyContact Us