Download Now Banner

This browser does not support the video element.

କଣ୍ଟାମାଳ: ଗଂଜେଇ ମାମଲା ରେ ଜଣେ ଅଭିଯୁକ୍ତକୁ ସିନ୍ଦୁଗୋରା ରୁ ଗିରଫ କରି କୋଟ ଚାଲାଣ କଲା ପୋଲିସ

Kantamal, Boudh (Bauda) | Sep 5, 2025
ଗଂଜେଇ ମାମଲା ରେ ଜଣେ ଅଭିଯୁକ୍ତ କୁ ଗିରଫ କରିକୋଟ ଚାଲାଣ କଲା ପୋଲିସ ଘଣ୍ଟାପଡା ପୋଲିସ ପକ୍ଷରୁ 2024ମସିଆ 30ତାରିକ ର ଏକ ଗଂଜେଇ ମାମଲା ଯାହାକି କେଶ ନମ୍ବର 185ର ଅଭିଯୁକ୍ତ କୁ ସିନ୍ଦୁଗୋରା ରୁ ଗିରଫ କରିଛି I ଅଭିଯୁକ୍ତ ଜଣକ ସେହି ଗ୍ରାମର ପୂର୍ଣ୍ଣ ରଣା I କୋଟ ଚାଲାଣ ଦିନ 1ଘଣ୍ଟା ସମୟ ରେ କରାଯଇଛି I ଘଣ୍ଟାପଡା ଥାନା ପକ୍ଷରୁ 5ଘଣ୍ଟା ସମୟ ରେ ସୂଚନା ମିଳିଛି I
Read More News
T & CPrivacy PolicyContact Us